www.samajalive.in
Thursday, December 11, 2025
18.1 C
Bhubaneswar

କିନ୍ନର ବସ୍ତିରେ ୱାଟର ଏଟିଏମ୍‍

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବାଣୀବିହାର କିନ୍ନର ବସ୍ତି ସ୍ୱଚ୍ଛତା ଆଡକୁ ଆଉ ଏକ ପାଦ ବଢାଇଛି। ସ୍ୱଚ୍ଛ ପାଣି ପଇବା ପାଇଁ ସାମାଜିକ ସଂଗଠନ ସହୟତାରେ ଏକ ୱାଟର ଏଟିଏମ୍‍ ସ୍ଥାପନା କରାଯାଇଛି। କିନ୍ନର ସମାଜର ଲୋକମାନେ ଏହାର ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ ଏହି ଏଟିଏମରେ ଗୋଟିଏ ଦିନରେ ୧୦ଲିଟର ପାଣି ମିଳିବ। ଏହି ଏଟିଏମ ମେସିନ ସି-ଫାର ଓ ପରିମଳ ସଂଗଠନ ଦ୍ୱାରା ଏହାକୁ ଲଗାଯାଇଛି। ସି-ଫାର ସଂଗଠନରେ କିନ୍ନର କ୍ଷେତ୍ରରେ ସାମାଜିକ କର୍ମୀ ମେଘନା ସାହୁ କାମ କରୁଛନ୍ତି। ବସ୍ତିରେ ସ୍ୱଚ୍ଛ ପାଣି ମିଳିବା ଏକ ବଡ ସମସ୍ୟା ରହିଥିଲା। ଏହି ଉଦଘାଟନ ସମୟରେ ମାଧୁରୀ ମା, ମୀରା ପରିଡା, ମେଘନା ସାହୁ, ଜୟଶ୍ରୀ, ନନ୍ଦୀନି ଆଦି ରହିଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories