www.samajalive.in
Wednesday, December 10, 2025
18.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ କେଉଁ ରଙ୍ଗର ଗାଡି କିଣିବେ

ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ ଗାଡି ଚଳାଉଛନ୍ତି। ତେଣୁ ସେମାନେ ନିଜ ରାଶି ଅନୁଯାୟୀ ଗାଡିର ରଙ୍ଗ ଦେଖି କିଣିବା ଉଚିତ। ଏହା ଅତ୍ୟନ୍ତ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ରାଶି ଅନୁସାରେ, କେଉଁ ରଙ୍ଗର ଗାଡି କିଣିବା ଉଚିତ ..

ମେଷ : ମେଷ ରାଶିର ବ୍ୟକ୍ତିମାନେ ଲାଲ ଓ ମେରୁନ ରଙ୍ଗର ଗାଡି କିଣିବା ଉଚିତ।

- Advertisement -

ବୃଷ : ବୃଷ ରାଶିର ବ୍ୟକ୍ତିମାନେ ଧଳା କିମ୍ବା ସିଲଭର ରଙ୍ଗର ଗାଡି କିଣିବା ଉଚିତ।

ମିଥୁନ : ଏହି ରାଶିର ବ୍ୟକ୍ତି ହଳଦିଆ କିମ୍ବା ନୀଳ ରଙ୍ଗର ଗାଡି କିଣିବା ଉଚିତ।

କର୍କଟ : କର୍କଟ ରାଶିର ବ୍ୟକ୍ତିମାନେ ଧଳା, ସିଲଭର ଓ କ୍ରୀମ ରଙ୍ଗର ଗାଡି  କିଣିବା ଉଚିତ।

ସିଂହ : ସିଂହ ରାଶିର ବ୍ୟକ୍ତିମାନେ ଲାଲ, ମେରୁନ ଓ ପାଉଁଶିଆ ରଙ୍ଗର ଗାଡି କିଣିବା ଉଚିତ।

କନ୍ୟା : କନ୍ୟା ରାଶିର ବ୍ୟକ୍ତିମାନେ ମେରୁନ କିମ୍ବା କଳା ରଙ୍ଗର ଗାଡି କିଣିବା ଉଚିତ।

ତୁଳା : ତୁଳା ରାଶିର ବ୍ୟକ୍ତିମାନେ ଧଳା, ଚମକୁ ଥିବା ସିଲଭର ରଙ୍ଗର ଗାଡି କିଣିବା ଉଚିତ।

ବିଛା : ବିଛା ରାଶିର ବ୍ୟକ୍ତିମାନେ ଲାଲ କିମ୍ବା ଚକୋଲେଟ ରଙ୍ଗର ଗାଡି କିଣିବା ଉଚିତ।

ଧନୁ : ଏହି ରାଶିର ବ୍ୟକ୍ତିମାନେ ହଳଦିଆ, କ୍ରୀମ କିମ୍ବା ଧଳା ରଙ୍ଗର ଗାଡି କିଣିବା ଉଚିତ।

ମକର : ମକର ରାଶିର ବ୍ୟକ୍ତିମାନେ କଳା କିମ୍ବା ନୀଳ ରଙ୍ଗର ଗାଡି କିଣିବା ଉଚିତ।

କୁମ୍ଭ : ଏହି ରାଶିର ବ୍ୟକ୍ତିମାନେ କଳା କିମ୍ବା ଜାମୁକୋଳି ରଙ୍ଗର ଗାଡି କିଣିବା ଉଚିତ।

ମୀନ : ମୀନ ରାଶିର ବ୍ୟକ୍ତିମାନେ ହଳଦିଆ, ଧଳା ରଙ୍ଗର ଗାଡି କିଣିବା ଉଚିତ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories