www.samajalive.in
Thursday, December 11, 2025
14.1 C
Bhubaneswar

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ ଘଟିଛି । ଅକ୍ଷର ପଟେଲ୍‌ ୨୩ ରନ୍‌ କରି ଆଉଟ୍‌ ହୋଇଛନ୍ତି । ସେ ସିମ୍ପଲା୍ଙ୍କ୍‌ ବଲ୍‌ରେ ଫେରେରାଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି ।

ତିଳକ ବର୍ମା ୨୬ ରନ୍‌ କରି ନିଗିଡିଙ୍କ ବଲ୍‌ରେ ଛକା ମାରିବାକୁ ଉଦ୍ୟମ କରୁଥିବା ବେଳେ ପଡିଆର ସୀମା ନିକଟରେ ମାର୍କୋଙ୍କ ଦ୍ୱାରା କ୍ୟାଚ୍‌ ହୋଇଥିଲେ ।

- Advertisement -

ଅଭିଷେକ୍‌ ଶର୍ମା ୧୭ ରନ୍‌ କରି ସିମ୍ପାଲାଙ୍କ ଓଭର୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଭାରତର ସ୍କୋର ୧୭ ରନ୍‌ରେ ଭାରତର ସୂର୍ଯ୍ୟକୁମାର ଯାଦବ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଲୁଙ୍ଗି ନିଗିଡିଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ।

ପ୍ରଥମ ଓଭରରେ ପ୍ରଥମ ଉଇକେଟର ପତନ ଘଟିଥିଲା। ଶୁବମନ ଗିଲ୍‌ ୪ ରନ କରି ଆଉଟ ହୋଇଥିଲେ। ଗିଲ୍‌ ଏବଂ ଅଭିଶେ​‌କ ଶର୍ମା ଇନିଂସ ଓପନ କରିଥିଲେ। ଅଭିଶେକ ପ୍ରଥମ ବଲରେ ସିଗଲ ରନ କରିଥିଲେ। ୨ ବଲରେ ଗିଲ୍ ଚଉକା ମାରିଥିଲେ। ୩ୟ ବଲରେ ବଡ଼ ଶଟ୍ ମାରିବାକୁ ଯାଇ ସେ ଲଙ୍ଗ ଅନ୍‌ରେ କ୍ୟାଚ ଆଉଟ୍‌ ହୋଇଯାଇଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories