() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ…ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା, କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜ୍ଜୁ….
() ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍କା…ରିକ୍ଟର ସ୍କେଲରେ ତୀବ୍ରତା ୭ ରେକର୍ଡ…
() ଆସନ୍ତାକାଲି ବାରବାଟୀ ଟି-୨୦ ଟକ୍କର… ଭୁବନେଶ୍ଵର ପହଞ୍ଚିଲେ ଷ୍ଟାର୍ ବୋଲର୍ ଯଶପ୍ରୀତ୍ ବୁମ୍ରା…
() କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ… ଘଟଗାଁରେ ପହଞ୍ଚିବା ପରେ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ, ପରିକ୍ରମା ପ୍ରକଳ୍ପ ର କରିବେ ଭିତ୍ତିପ୍ରସ୍ତର ସ୍ଥାପନ…
() ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଘଟଣ…ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ସାଙ୍ଗ..ଜଣେ ମୃତ, ଜଣେ ଗୁରୁତର…
() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାର୍ଦ୍ଦିଙ୍ଗ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ…ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର….



