www.samajalive.in
Friday, December 5, 2025
23.1 C
Bhubaneswar

ହ୍ୟୁମାନ ସାଗର ମୃତ୍ୟୁ, ମଧୁପାଟଣା ଥାନାରେ ଅଭିଯୋଗ

କଟକ: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଅବହେଳାରୁ ମୃତ୍ୟୁ ହୋଇଥିବା ବାରମ୍ବାର ଅଭିଯୋଗ ଆସୁଛି । ଆଜି ହ୍ୟୁମାନଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ । ହ୍ୟୁମାନଙ୍କ ୩ଜଣ ସହଯୋଗୀଙ୍କ ଭୂମିକାକୁ ତଦନ୍ତ ପରିସରଭୃକ୍ତ କରିବାକୁ ଅନୁରୋଧ କରିଛନ୍ତି ଜିତୁ ।

ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଲଗାତାର ଷ୍ଟେଜ୍‌ ସୋ କରୁଥିଲେ ହ୍ୟୁମାନ । ଦେହା ଖରାପ ସତ୍ୱେ ତାଙ୍କୁ କିଏ ପ୍ରୋଗ୍ରାମ କରିବାକୁ ବାଧ୍ୟ କରୁଥିଲା ନା ଚାପ ପକାଯାଉଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଅନେକ ଭିଡ଼ିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ହ୍ୟୁମାନ ନିଜେ କହୁଛନ୍ତି ଯେ ମୋର ଦେହ ଖରାପ, ପ୍ରୋଗ୍ରାମକୁ ଆସିବାକୁ ଚାହୁଁନଥିଲି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories