www.samajalive.in
Friday, December 5, 2025
23.1 C
Bhubaneswar

୨୦୦ ଟପିଲା ଏନଡିଏ, ଭୋଟ ଗଣନାରେ ଅନିୟମିତତା ଅଭିଯୋଗ କଲା କଂଗ୍ରେସ

ଡେସ୍କ: ନିର୍ବାଚନ କମିଶନଙ୍କ ଟ୍ରେଣ୍ଡ ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନରେ ଏନଡ଼ିଏ ୨୦୦ ଆସନରେ ଆଗୁଆ ଥିବା ବେଳେ ବିହାର କଂଗ୍ରେସ ମୁଖ୍ୟ ରାଜେଶ ରାମଗଣନା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଏନଡିଏ ୨୦୦ ଆସନ ଅତିକ୍ରମ କରିଥିବା ବେଳେ ମହାଗଠବନ୍ଧନ ୫୬ ଆସନ ପଛରେ ରହିଛି।

ଏନଡିଏ ମଧ୍ୟରେ, ଜେଡି(ୟୁ) ୭୫ ଆସନରେ, ବିଜେପି ୭୨ ଆସନରେ, ସହଯୋଗୀ ଏଲଜେପି (ଆରଭି) (୧୮) ଏବଂ ଏଚ୍ଏଏମଏସ୍ ୫ଟି ଆସନ ଆଗରେ ରହିଛି।

Hot this week

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

Related Articles

Popular Categories