www.samajalive.in
Thursday, December 11, 2025
15.1 C
Bhubaneswar

ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତୀ ଉଲଂଘନ

ଶ୍ରୀନଗର : ବିଭିନ୍ନ ଫୋରମରେ ସମାଲୋଚିତ ହେବା ପରେ ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତୀ ଉଲଂଘନ ଜାରି ରହିଛି। ଜାମ୍ମୁ ଡିଭିଜନର ପୁଞ୍ଚ୍‍ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାଘାଟୀ ଅଞ୍ଚଳରେ ମଙ୍ଗଳବାର ପାକିସ୍ତାନ ପଟୁ ଆଖିବୁଜା ଗୁଳି ମାଡ଼ କରାଯାଇଥିଲା। ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ସନ୍ଧ୍ୟା ୬ଟା ବେଳେ ପାକିସ୍ତାନୀ ସେନା ପକ୍ଷରୁ ଭାରତୀୟ ଆଗୁଆ ଘାଟି ଉପରେ ଗୁଳିମାଡ଼ କରାଯାଇଥିଲା। ଏହାର ଜବାବରେ ଭାରତୀୟ ଯବାନମାନେ ପାଳଟା ଗୁଳି ଚଳାଇଥିଲେ। ଏହି ଘଟଣାରେ କୌଣସି ଭାରତୀୟ ଯବାନ ମୃତାହତ ହୋଇନଥିବା ଜଣାପଡ଼ିଛି। ଗତକାଲି ଦିନ ବେଳା ମଧ୍ୟ ପାକିସ୍ତାନୀ ଯବାନମାନେ ରାଜୌରୀ ଜିଲ୍ଲାର ନୌସେରା ଅଞ୍ଚଳରେ ଅସ୍ତ୍ରବିରତୀ ଉଲଂଘନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories