www.samajalive.in
Friday, December 12, 2025
23.1 C
Bhubaneswar

ରେଳ ଧାରଣା ଉପରେ ଚଢିଗଲା କଣ୍ଟେନର

ସମ୍ବଲପୁର : ସମ୍ବଲପୁର- ବୁର୍ଲା ରାସ୍ତାର ଲକ୍ଷ୍ମୀଡ଼ୁଙ୍ଗୁରୀ ନିକଟରେ ରାସ୍ତାକୁ ଲାଗିଥିବା ରେଳ ଧାରଣା ଉପରେ ରବିବାର ଏକ କଣ୍ଟେନର ଚଢିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କଣ୍ଟେନର ଡ଼୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୌଣସି ଜନଜୀବନ କ୍ଷୟକ୍ଷତି ହୋଇନାହିଁ। କଣ୍ଟେନରଟି ରେଳ ଧାରଣା ଉପରେ ଚଢିଯିବା ଫଳରେ ସମ୍ବଲପୁର- ହୀରାକୁଦ ମଧ୍ୟରେ ଟ୍ରେନ ଚଳାଚଳରେ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ଷ୍ଟେସନରେ ଟ୍ରେନ ଅଟକି ରହିଥିବା ଜଣାପଡ଼ିଛି। ରେଳ ଧାରଣାରୁ କଣ୍ଟେନରକୁ କାଢିବା ପାଇଁ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories