www.samajalive.in
Saturday, December 13, 2025
21.1 C
Bhubaneswar

ଦୁର୍ଗାପୁରରେ ଓଡ଼ିଶାର ଦୁଇ ଜଣିଆ ଉଚ୍ଚସ୍ତରୀୟ ଟିମ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଦୁର୍ଗାପୁରରେ ପହଞ୍ଚିଛନ୍ତି। ଟିମରେ ଅଛନ୍ତି ବାଲେଶ୍ଵର ଅତିରିକ୍ତ ଜିଲାପାଳ ଏବଂ ଏସପି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏହି ଦୁଇ ଜଣିଆ ଟିମ ଦୁର୍ଗାପୁର ଗସ୍ତ କରିଛନ୍ତି।

ଦୁର୍ଗାପୁରରେ ପହଞ୍ଚିବା ପରେ ଟିମ୍‌ ଆସାନସୋଲ-ପୁର୍ଗାପୁର ପୁଲିସ କମିଶନରଙ୍କ ସହିତ ଆଲୋଚନା କରିଛି। ଆଲୋଚନା ସମୟରେ ପୀଡ଼ିତାଙ୍କ ବାପା ଏବଂ ଅନ୍ୟ କେତେଜଣ ସହଯୋଗୀ ମଧ୍ୟ ଉପସ୍ଥିତ ରହିଥିବା ସୂଚନା ମିଳିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories