www.samajalive.in
Friday, December 5, 2025
26.1 C
Bhubaneswar

ସମ୍ବଲପୁରରୁ ବିଲୁଆ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ରିଂ ରୋଡ଼ ର କଡ଼ରୁ ଏକ ବିଲୁଆ ଉଦ୍ଧାର ହୋଇଛି l ସମ୍ବଲପୁର ଜ଼ିଲ୍ଲାପାଲଙ୍କ କାର୍ଯ୍ୟାଳୟ ପଛ ପଟେ ଥିବା ଏକ ଡ୍ରେନ ଭିତରେ ବିଲୁଆଟି  ପଡିଥିବାର ଦେଖିବାକୁ ମିଳିଥିଲା l ତୁରନ୍ତ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ l ବହୁ କଷ୍ଟରେ ବିଲୁଆକୁ ଉଭୟ ବିଭାଗ ଧରିଥିଲେ l ତେବେ ବିଲୁଆକୁ ଧରିବା ପରେ  ବନ ବିଭାଗର ଏକ ସ୍ୱତନ୍ତ୍ର ଗାଡି ଯୋଗେ ବିଲୁଆକୁ ଏନକ୍ଲୋଜରେ ସମ୍ବଲପୁର ଚିଡ଼ିଆଖାନାକୁ ନେଇଥିଲେ l ସେଠାରେ ବିଲୁଆର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବନ ବିଭାଗ କହିଛି l ତେବେ ସମ୍ବଲପୁରରେ ବିଲୁଆ ଉଦ୍ଧାର ହେବା ଏହା ପ୍ରଥମ ଘଟଣା ବୋଲି ବନ ବିଭାଗ କହିଛି l

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories