www.samajalive.in
Friday, December 5, 2025
27.1 C
Bhubaneswar

କର୍ମଚାରୀଙ୍କୁ ମାଡ଼: ବ୍ଲକ କର୍ମଚାରୀ ସଙ୍ଘର କଲମ ଛାଡ଼ ଆନ୍ଦୋଳନ

ବାସୁଦେବପୁର : ବାସୁଦେବପୁର ବ୍ଲକ ଗୋବିନ୍ଦପୁର ପଂଚାୟତର ନିର୍ବାହୀ ଅଧିକାରୀଙ୍କୁ ମାଡ଼ ପ୍ରତିବାଦରେ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ କରାଯାଇଛି। ବ୍ଲକ ପରିସରରେ କର୍ମଚାରୀ ମାନେ ଏକଜୁଟ ହୋଇ ଘଟଣାର ପ୍ରତିବାଦ କରିବା ସହ ଦୋଷୀକୁ ତୁରନ୍ତ ଗିରଫ ଦାବି କରିଛନ୍ତି। ସୂଚନା ମୂତାବକ ବାପାର ମୃତ୍ୟୁ ପରେ
ପୁଅ ଓ ସମ୍ପର୍କୀୟମାନେ ଭତ୍ତା ଅର୍ଥ ନେବାକୁ ଦାବି କରିଥିଲେ। ହେଲେ ଦାୟିତ୍ଵ ଥିବା କର୍ମଚାରୀ ଟଙ୍କା ଦେବାକୁ ମନା କରିବାରୁ ମୃତକଙ୍କ ପୁଅ କର୍ମଚାରୀଙ୍କୁ ମାଡ ମାରିଥିଲେ।  ଯାହାର ପ୍ରତିବାଦରେ ଆଜି ବ୍ଲକ କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories