www.samajalive.in
Saturday, December 6, 2025
26.1 C
Bhubaneswar

୭୦ ବର୍ଷ ର ଦୁର୍ଗାପୂଜା ବାଦଯାତ୍ରା, ଉତ୍ସବମୁଖର ସହର

ଖଲ୍ଲିକୋଟ : ଦୀର୍ଘ ୭୦ ବର୍ଷ ର ପୁରାତନ ଦୁର୍ଗା ମେଢ଼ ଯାତ୍ରା ଦେଖିବା କୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଛି। ପାରମ୍ପରିକ ଦୁର୍ଗା ପୂଜା ବାଦ ଯାତ୍ରା ପାଇଁ ଖଲ୍ଲିକୋଟ ସହର ଉତ୍ସବ ମୁଖର ହୋଇଉଠିଛି। ଧରାକୋଟ ସାହି ଓ ବଡ଼ଦାଣ୍ଡ ସାହି ଦୁଇଟି ପୂଜା ମଣ୍ଡପ ରେ ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି। ଭିନ୍ନ ଭିନ୍ନ ତରିକା ରେ ଆଲୋକ ସଜ୍ଜା , ମେଢ଼ ,  ବାଣ ଘଣ୍ଟ ବାଦ୍ୟ ଓ ରୋଷଣୀ ରେ ପ୍ରତିଯୋଗିତା ହେଉଥିବାବେଳେ ମାନସିକ ଧାରୀ ମାନେ ବିଭିନ୍ନ ବେଶ ରେ ସହର ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ୍‌ ସହର ର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛି। ଯାତ୍ରା ଉପଲକ୍ଷେ ଉଭୟ ପକ୍ଷ ରାମାୟଣ ନାଟକ ମଞ୍ଚସ୍ଥ କରିଥାନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories