www.samajalive.in
Friday, December 5, 2025
27.1 C
Bhubaneswar

ଅକ୍ଟୋବର ୧୧ ପରେ ଏହି ରାଶିଙ୍କ ଭାଗ୍ୟ ବଦଳାଇବ ଶନି-ଶୁକ୍ରଙ୍କ ଶକ୍ତିଶାଳୀ ରାଜଯୋଗ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ଅକ୍ଟୋବରରେ ପ୍ରତିୟୁତି ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ଶନି-ଶୁକ୍ର ଏକାଠି ହେବା ଦ୍ୱାରା ହୋଇଥାଏ । ଯାହା କିଛି ରାଶିଙ୍କ ପାଇଁ ସୌଭାଗ୍ୟ ଓ ଅତ୍ୟନ୍ତ ଶୁଭଫଳ ନେଇ ଆସୁଛି ।

ଶନିଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା କୁହାଯାଏ । ଯେ କି ସଭିଁଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାନ୍ତି । ଏହି ସମୟରେ ଶନି ମୀନ ରାଶିରେ ଓଲଟା ଚଳନ କରି ବିରାଜମାନ ରହିଛନ୍ତି । ଜୁନ୍‌ ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟରେ ଶନି ଅନ୍ୟ ଗ୍ରହଙ୍କ ଏକାଠି ହୋଇ ଅନେକ ଶକ୍ତିଶାଳୀ ରାଜଯୋଗ ସୃଷ୍ଟି କରିବେ । ୧୧ ଅକ୍ଟୋବରରେ ଶନି-ଶୁକ୍ର ପରସ୍ପର ସହ ୧୮୦ ଡିଗ୍ରୀରେ ରହିବେ, ଯାଦ୍ୱାରା ପ୍ରତିୟୁତି ଯୋଗ ସୃଷ୍ଟି ହେବ । ଏହି ଯୋଗ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ନେଇ ଆସୁଛି । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

- Advertisement -

ମେଷ- ଏହି ରାଶିଙ୍କୁ ଆର୍ଥିକ କ୍ଷେତ୍ରରେ ଖୁବ୍‌ ଲାଭ ମିଳିବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । ମାନ-ସମ୍ମାନ ସହ ପଦନ୍ନୋତି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ ।

ବୃଷ- ଭାଗ୍ୟର ସାଥ୍‌ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଅନେକ ଦିନର ସମସ୍ୟା ଦୂର ହେବ । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ- ଆୟରେ ବୃଦ୍ଧି ହେବ । ଅଟକି ଥିବା କାମ ପୂରଣ ହେବ । ବ୍ୟବସାୟରେ ବଡ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଜୀବନ ସାଥୀଙ୍କ ସହଯୋଗ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ ।

ବହୁତ ଶସ୍ତା ହେଲା ସାମ୍‌ସଙ୍ଗର ଜବରଦସ୍ତ ଫିଚରର୍‌ ଏସବୁ ଫୋନ୍

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories