ବହୁତ ଶସ୍ତା ହେଲା ସାମ୍ସଙ୍ଗର ଜବରଦସ୍ତ ଫିଚରର୍ ଏସବୁ ଫୋନ୍
ନୂଆଦିଲ୍ଲୀ : ସାମ୍ସଙ୍ଗ ଗ୍ୟାଲେକ୍ସି ଏସ୨୪ ଅଲଟ୍ରାକୁ ସବୁଠାରୁ କମ୍ ଦାମ୍ରେ କିଣିବା ପାଇଁ ସୁଯୋଗ ମିଳିଛି । ସାମ୍ସଙ୍ଗର ଏହି ୨୦୦ ଏମପି କ୍ୟାମେରା ବିଶିଷ୍ଟ ଫ୍ଲାଗ୍ସିପ୍ ଫୋନ୍ ଏହାର ଲଞ୍ଚ ମୂଲ୍ୟଠାରୁ ୫୮,୦୦୦ ପର୍ଯ୍ୟନ୍ତ କମ୍ ମୂଲ୍ୟରେ ଉପଲବ୍ଧ ହେବ । ଆମାଜନ୍ ଏବଂ ଫ୍ଲିପକାର୍ଟ ବ୍ୟତୀତ ଏହି ଫୋନ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ରେ ମଧ୍ୟ ଏହାର ଲଞ୍ଚ ମୂଲ୍ୟଠାରୁ କମ୍ ଦାମ୍ରେ ମିଳିବ । ଫୋନ୍ କିଣିବା ଉପରେ ବ୍ୟାଙ୍କ ରିହାତି, ନୋ-କଷ୍ଟ … Continue reading ବହୁତ ଶସ୍ତା ହେଲା ସାମ୍ସଙ୍ଗର ଜବରଦସ୍ତ ଫିଚରର୍ ଏସବୁ ଫୋନ୍
Copy and paste this URL into your WordPress site to embed
Copy and paste this code into your site to embed