www.samajalive.in
Monday, December 8, 2025
13.1 C
Bhubaneswar

କଣ୍ଟିଆପଡା ଧରମଘାଟିରେ ୨୯ ଟିକିଆ ହାତୀପଲ

ପାଟଣା: ସଦର ବନାଞ୍ଚଳ ଝାରବେଲଦା ଆଡୁ ଗତରାତି ପାଟଣା ବନାଞ୍ଚଳକୁ ୨୯ ଟିକିଆ ହାତୀପଲ ଫେରିଛନ୍ତି। ଫେରିବା ରାସ୍ତାରେ ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏହି ହାତୀ ପଲ ଦିନ ବେଳା କଣ୍ଟିଆପଡା ନିକଟ ଧରମଘାଟିରେ ଡେରା ପକାଇଛନ୍ତି। ଖବର ପାଇ ଖିରେଇ ଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ବନରକ୍ଷୀ ଡଲିରାଣି ସାହୁ ପ୍ରମୁଖ ଏହି ହାତୀ ପଲଙ୍କ ଉପରେ ଦିନବେଳା ନଜର ରଖିଥିଲେ। ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ହାତୀ ପଲଙ୍କ ଉପସ୍ଥିତି ଯୋଗୁଁ ଆଖପାଖ ଗ୍ରାମବାସୀ ଚିନ୍ତାରେ ଅଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories