www.samajalive.in
Saturday, December 6, 2025
16.1 C
Bhubaneswar

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ବିଜେତାଙ୍କ ତାଲିକା ଉପରେ ପକାନ୍ତୁ ନଜର

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ସେପ୍ଟେମ୍ବର ୨୩ ଅର୍ଥାତ୍‌ ମଙ୍ଗଳବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ବର୍ଗରେ କଳାକାରମାନଙ୍କୁ ପୁରସ୍କାର ସହ ସମ୍ମାନିତ କରିବେ। ପୂର୍ବରୁ ଏଥିପାଇଁ ଭାରତ ସରକାରଙ୍କ ଦ୍ୱାରା ବିଜେତାଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଶାହରୁଖ ଖ।ନ୍‌, ବିକ୍ରାନ୍ତ ମାସେ, ରାଣୀ ମୁଖାର୍ଜୀ ଏବଂ ମୋହନଲାଲଙ୍କ ପରି ଅନେକ ପ୍ରମୁଖ ତାରକା ତାଲିକାରେ ରହିଛନ୍ତି ।

ଏହି ସମାରୋହ ଅପରାହ୍ଣ ୩ଟାରୁ ଡିଡି ନ୍ୟୁଜ୍‌ ଚ୍ୟାନେଲରେ ଦର୍ଶକଙ୍କ ପାଇଁ ସିଧା ପ୍ରସାରଣ କରାଯିବ। ଏହାକୁ ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ର ୟୁଟ୍ୟୁବ୍‌ ଚ୍ୟାନେଲରେ ମଧ୍ୟ ଦେଖିପାରିବେ। ଜଣ ଜଣ କରି ବିଜେତାଙ୍କ ନାମ ଘୋଷଣା କରାଯିବ। ସେମାନେ ରେଡ୍‌ କାରପେଟ୍‌ରେ ଚାଲି କରି ଆସି ମଞ୍ଚ ଉପରେ ପୁରସ୍କାର ଗ୍ରହଣ କରିବେ । ଏହି ସମାରୋହ ପାଇଁ ଦର୍ଶକ ଅନେକ ଦିନରୁ ଉତ୍ସାହିତ ରହିଛନ୍ତି । କରୋନା ମହାମାରୀ ପାଇଁ ଜାତୀୟ ପୁରସ୍କାର ଦୁଇ ବର୍ଷ ବିଳମ୍ବରେ ପ୍ରଦାନ କରାଯାଉଛି। ଭାରତ ସରକାର ଅଗଷ୍ଟ ୧ରେ ବିଜେତାଙ୍କ ନାମ ଘୋଷଣା କରିଥିଲେ ।

- Advertisement -

ଶ୍ରେଷ୍ଠ ଅଭିନେତ୍ରୀ – ରାଣୀ ମୁଖାର୍ଜୀ (ମିସେଜ୍‌ ଚାଟାର୍ଜୀ ବନାମ ନରୱେ)
ଶ୍ରେଷ୍ଠ ଅଭିନେତା – ଶାହରୁଖ ଖାନ (ଜୱାନ) ଏବଂ ବିକ୍ରାନ୍ତ ମାସେ
ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର – ଦ ରେ ଅଫ ହୋପ୍‌
ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର -କଟହଲ୍‌
ସର୍ବୋତ୍ତମ ଫିଚର ଚଳଚ୍ଚିତ୍ର – ଟ୍ୟୁ ୱେଲଥ୍‌ ଫେଲ୍‌
ସର୍ବୋତ୍ତମ ପୁରୁଷ ପ୍ଲେବ୍ୟାକ୍‌ ଗାୟକ – ପିଭିଏନ୍‌ଏସ୍‌ ରୋହିତ (ଶିଶୁ, ତେଲୁଗୁ)
ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍‌ ଗାୟକ – ଶିଳ୍ପା ରାଓ
ଶ୍ରେଷ୍ଠ କୋରିଓଗ୍ରାଫି – ରକି ଅର ରାନୀ କି ପ୍ରେମ କାହାନି
ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି କେରଳ ଷ୍ଟୋରି
ସ୍ପେଶାଲ୍ ମେନସନ୍ – ଆନିମଲ୍ (ରି-ରେକର୍ଡିଂ ମିକ୍ସର୍) ଏମ.ଆର. ରାଜକୃଷ୍ଣନ୍
ସର୍ବୋତ୍ତମ ମେକଅପ୍ ଏବଂ କଷ୍ଟ୍ୟୁମ୍ ଡିଜାଇନର୍ – ସାମ୍ ବାହାଦୁର
ସର୍ବୋତ୍ତମ ନିର୍ଦ୍ଦେଶକ – ଦି କେରଳ ଷ୍ଟୋରି (ସୁଦୀପ୍ତୋ ସେନ୍)
ସର୍ବୋତ୍ତମ ଶବ୍ଦ ଡିଜାଇନ୍ – ଆନିମଲ୍ (ହିନ୍ଦୀ)
ସର୍ବୋତ୍ତମ ତେଲୁଗୁ ଫିଲ୍ମ – ଭଗବନ୍ତ କେଶରୀ
ସର୍ବୋତ୍ତମ ଲୋକପ୍ରିୟ ଫିଲ୍ମ – ରକି ଔର ରାନୀ କି ପ୍ରେମ କାହାନି
ସର୍ବୋତ୍ତମ ତାମିଲ୍ ଫିଚର୍ ଫିଲ୍ମ – ପାର୍କିଂ

କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories