www.samajalive.in
Sunday, December 7, 2025
16.1 C
Bhubaneswar

ତାନ୍‌ଭି ଦି ଗ୍ରେଟ୍‌ ର ସ୍ଵତନ୍ତ୍ର ପ୍ରଦର୍ଶନ ଆୟୋଜିତ

ଭୁବନେଶ୍ଵର: ଭୁବନେଶ୍ଵରରେ ଟାଟା ପାଓ୍ବାର କମ୍ୟୁନିଟି ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ନ୍ୟୁରୋ ଡାଇଭରସିଟି ସମର୍ଥନରେ ତାନ୍‌ଭି ଦି ଗ୍ରେଟ୍ ର ସ୍ଵତନ୍ତ୍ର ପ୍ରଦର୍ଶନ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଅଟିଜିମ୍‌ରେ ପୀଡିତ ବ୍ୟକ୍ତି ଏବଂ ବ୍ୟାପକ ନ୍ୟୁରୋଡାଇଭରସିଟି ଗୋଷ୍ଠୀ ଭିତରେ ସଚେତନତା, ବୁଝାମଣା ଏବଂ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ କରିବା। ଏହି ଅବସରରେ ଟାଟା ପାଓ୍ବାର ଡିସକମ୍ ଗୁଡିକର ବରିଷ୍ଠ ଅଧିକାରୀ, ଟାଟା ପାଓ୍ବାର କର୍ମଚାରୀ , ୨୯୫ ଜଣ ନ୍ୟୁରୋ ଡାଇଭରସିଟିରେ ପୀଡିତ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷାଦାତା , ଏନଜିଓ ସହଯୋଗୀ ପ୍ରମୁଖ ଯୋଗଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories