www.samajalive.in
Thursday, December 11, 2025
15.1 C
Bhubaneswar

ଭାରତ-ଆମେରିକା ମିଳିତ ସମରାଭ୍ୟାସ ଆରମ୍ଭ

ୱାଶିଂଟନ: ଆମେରିକାର ଆଲାସ୍କାଠାରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଆମେରିକା ସ୍ଥଳସେନାର ୧୧ତମ ଏୟାରବୋର୍ନ ଡିଭିଜନ ଓ ଭାରତୀୟ ସ୍ଥଳସେନାର ୬୫ତମ ଇନ୍‌ଫାଣ୍ଟ୍ରି ବ୍ରିଗେଡ ସାମିଲ ଥିବା ପ୍ରକାଶ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ମିଳିତ ସମରାଭ୍ୟାସ ଆସନ୍ତା ୧୪ ପର୍ଯ୍ୟନ୍ତ ଚାଲିବ। ପାର୍ବତ୍ୟାଞ୍ଚଳ ଯୁଦ୍ଧ, ହେଲିକପ୍ଟର ଏବଂ ଡ୍ରୋନ ଯୁଦ୍ଧ କୌଶଳରେ ଅଭିଜ୍ଞତା ହାସଲ କରିବାକୁ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି ବୋଲି ଆମେରିକାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ୟୁଏସ ଆର୍ମି ପ୍ୟାସିଫିକ କମାଣ୍ଡ ଦ୍ବାରା ପ୍ରାୟୋଜିତ ଏହି ସମରାଭ୍ୟାସକୁ ‘ଯୁଦ୍ଧ ଅଭ୍ୟାସ-୨୦୨୫’ ଭାବେ ନାମିତ କରାଯାଇଛି।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories