www.samajalive.in
Saturday, December 13, 2025
26.1 C
Bhubaneswar

ସୁବର୍ଣ୍ଣରେଖାରେ ବୁଡ଼ିଗଲା ଦେଶୀ ଡଙ୍ଗା, ୪ ଜଣଙ୍କୁ ଉଦ୍ଧାର କଲେ ଲୋକେ

ସମାଜ ଡିଜିଟାଲ ଡେସ୍କ: ସୁବର୍ଣ୍ଣରେଖାରେ ରବିବାର ଡଙ୍ଗା ବୁଡ଼ି ଘଟଣା ସାମ୍ନାକୁ ଆସିଛି। ଏକ ଦେଶୀ ଡଙ୍ଗାରେ ୪ ଜଣ ବ୍ୟକ୍ତି ୪ଟି ବାଇକ ସହିତ ହୁଡ଼ାପାଳରୁ ରସୁଲପୁର ଯାଉଥିବାବେଳେ ତାହା ବୁଡ଼ିଯାଇଥିଲା। ଫଳରେ ବାଇକ ସହିତ ସେମାନେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ନଦୀ ଅବବାହିକାରେ ଥିବା ଗ୍ରାମଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଅଞ୍ଚଳବାସୀ ଜଳଘେରରେ ରହିଛନ୍ତି। ରାସ୍ତାଘାଟ ବନ୍ଦ ଥିବାରୁ ଲୋକେ ଡଙ୍ଗା ସହାୟତାରେ ଯାତାୟାତ କରୁଛନ୍ତି। ଡଙ୍ଗାରେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯାଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories