www.samajalive.in
Monday, December 8, 2025
27.1 C
Bhubaneswar

ଭିଡିଓ ଦେଖିଲେ ଭୟ ଲାଗିବ ; ମାତ୍ର କିଛି କ୍ଷଣରେ ହରିଣକୁ ଝାମ୍ପି ନେଲା ଚିଲ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ବେଶ ମନଛୁଆଁ ହୋଇଥିବା ବେଳେ କିଛି ଭୟଭୀତ ଲାଗିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଚିଲର ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି ।


ଚିଲକୁ ଏକ ଦ୍ରୁତ ଶିକାରୀ ବୋଲି କୁହାଯାଏ । କାରଣ ଚିଲ ଖୁବ୍‌ ସହଜରେ ଅନେକ ଦୂରରୁ ନିଜ ଶିକାରକୁ ଦେଖି ଏହାକୁ ଶିକାର କରିଥାଏ । ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, କିଭଳି ଏକ ଚିଲ କିଛି କ୍ଷଣରେ ହିଁ ଏକ ହରିଣକୁ ନିଜ ଗୋଡରେ ଝାମ୍ପ ମାରି ଶିକାର କରୁଛି । ଶିକାରକୁ ନିଜ ଗୋଡରେ ଅନେକ ଦୂରକୁ ନେଇ ଯାଉଥିବା ଦେଖିପାରିବେ । ହରିଣକୁ ଖୁବ୍‌ ଜୋର୍‌ରେ ନିଜର ମୁନିଆ ନଖ ଓ ଗୋଡରେ ଏଭଳି ଧରି ରଖିଛି ଯେ, ହରିଣ ଖସି ଯାଇ ପାରୁ ନାହିଁ । ପାହାଡ ଉପରୁ ନିଜ ଶିକାର ଖୋଜୁ ଖୋଜୁ ଏକ ହରିଣ ଛୁଆକୁ ଚିଲଟି ଶିକାର କରିଛି । ଏହି ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ବୁଲା କୁକୁର ମାମଲା ; ଆସିଲା ‘ସୁପ୍ରିମ’ଙ୍କ ବଡ ରାୟ

- Advertisement -

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories