ବୁଲା କୁକୁର ମାମଲା ; ଆସିଲା ‘ସୁପ୍ରିମ’ଙ୍କ ବଡ ରାୟ

ନୂଆଦିଲ୍ଲୀ : ବୁଲା କୁକୁର ମାମଲାରେ ଶୁକ୍ରବାର ଆସିଲା ସୁପ୍ରିମଙ୍କ ବଡ ରାୟ। ଏଣିକି ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲଗାଯିବ ରୋକ୍‌। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ। ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟର୍‌ରେ ରଖାଯିବ। ସାରା ଦେଶରେ ଲାଗୁ ହେବ ଗୋଟିଏ ନିୟମ। ଏନେଇ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ଗତ କିଛି ଦିନରେ ବୁଲା କୁୁକୁର ମାମଲା ବେଶ … Continue reading ବୁଲା କୁକୁର ମାମଲା ; ଆସିଲା ‘ସୁପ୍ରିମ’ଙ୍କ ବଡ ରାୟ