ବରଗଡ଼: ନାବାଳିକାର ଅଶ୍ଲୀଳ ଫଟୋ ଭାଇରାଲ୍ ଅଭିଯୋଗରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଭେଡେନ୍ ଥାନାରେ ୭ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଅଶ୍ଲୀଳ ଫଟୋ ଭାଇରାଲ୍ ନେଇ ଗତକାଲି ନାବାଳିକାଜଣକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ସମ୍ପୃକ୍ତ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Popular Categories



