www.samajalive.in
Saturday, December 13, 2025
26.1 C
Bhubaneswar

Oyo ରୁମ୍ ଭିତରେ ଫାର୍ମାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ତମାଣ୍ତୋ ଥାନା ଭଗବାନପୂର ଅଞ୍ଚଳରେ ଥିବା ଏକ oyo ହୋଟେଲରୁ ମିଳିଲା ଛାତ୍ରଙ୍କ ମୃତ ଦେହ । ସୂଚନା ମୁତାବକ ଅନଲାଇନ ଗେମରୁ ଛାତ୍ର ଜଣକ ଝୁଲିପଡିଛନ୍ତି । ମୃତ ଛାତ୍ର ପୁରୀ ଅସ୍ତରଙ୍ଗ ଅଞ୍ଚଳର ବୋଲି ଜଣା ପଡିଛି । ସେ ଫାର୍ମାସୀର ଛାତ୍ର ଥିଲେ । ଭିତରୁ କବାଟ ବନ୍ଦ ଥିବା ବେଳେ  କବାଟ ଭାଙ୍ଗି ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି ।

- Advertisement -

ଘଟଣା ସ୍ଥଳରେ ପୋଲିସ ପହଂଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ଅନଲାଇନ୍ ଗେମ୍ ଯୋଗୁ ସିପୁନ୍ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories