www.samajalive.in
Thursday, December 11, 2025
23.1 C
Bhubaneswar

ଧାମରାରେ ତ୍ରିରଙ୍ଗା ଶୋଭାଯାତ୍ରା

ଧାମରା:  ‘ଆଜାଦୀ କା ଅମୃତ ମହୋତ୍ସବ’ ତଥା ‘ଘରେ ଘରେ ତ୍ରିରଙ୍ଗା ଅଭିଯାନର ପ୍ରସାର ପ୍ରଚାର ପାଇଁ, ଧାମରାଇ ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।  ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଦେବେନ୍ଦ୍ର ନାୟକ, ପ୍ରିୟ ରଞ୍ଜନ ଜେନା, ଅତୁଲ ଜାନା, ରବୀନ୍ଦ୍ର ବାରିକ, ବିଦ୍ୟାଧର ମଳିକ, କୁଟିଆ ମାହୁନ୍ତ, ଅଶୋକ ରାଉତ, ପିତାମ୍ବର ଦାସ, ବିପିନ ବେହେରା ପ୍ରମୁଖ ଏଥିରେ ଯୋଗ ଦେଇ ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ହାତରେ ତିରଙ୍ଗା ନେଇ ଦେଶଭକ୍ତିମୟ ନାରା ଏବଂ ଦେଶାତ୍ମବୋଧ ଗୀତ ଗାଇ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories