www.samajalive.in
Thursday, December 11, 2025
23.1 C
Bhubaneswar

ରାସନ ଚାଉଳ ପାଇଁ ଶ୍ୱଶୁର ଘରେ ନିସ୍ତୁକ ମାଡ ଖାଇଲେ ଜ୍ୱାଇଁପୁଅ

ମୋହନା : ରାସନ ଚାଉଳ ପାଇଁ ଶ୍ୱଶୁର ଘରେ ନିସ୍ତୁକ ମାଡ ଖାଇଲେ ଜ୍ୱାଇଁ । ଏଭଳି ଏକ ଘଟଣା ଗୁରୁବାର ଅଡବା ଥାନା ଗରଡମା ଗାଁରୁ ସାମ୍ନାକୁ ଆସିଛି। ରାସନ ଚାଉଳ ପାଇଁ ଖୁଣ୍ଟରେ ବାନ୍ଧି ଶ୍ୱଶୁର ଘର ଲୋକେ ନିସ୍ତୁକ ମାଡ ମାରିଛନ୍ତି । ଘଟଣାକ୍ରମେ ଯୁବକ ଜଣକ ନିଜ ପତ୍ନୀଙ୍କ ଠାରୁ ଅଲଗା ରହୁଛନ୍ତି । ତେବେ ରାସନ ଚାଉଳ ନେବାକୁ ଆସିଥିବା ବେଳେ ଯୁବକଙ୍କୁ ରାତିସାରା ଖୁଣ୍ଟରେ ବାନ୍ଧିବା ସହ ମାଡ ମାରିଥିଲେ । ସକାଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ପତ୍ନୀଙ୍କ ଠାରୁ ସେ ଅଲଗା ରହୁଥିବା ବେଳେ ମାମଲା କୋର୍ଟରେ ବିଚାରଧୀନ ରହିଛି ।

ଏଥର ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ଉପରେ ହେବ ଧନବର୍ଷା, ମିଳିବ ଖାଲି ସଫଳତା..

Odysse Sun; ଥରେ ଚାର୍ଜରେ ୧୩୦ କିଲୋମିଟର ରେଞ୍ଜ.. ପୁଣି ସ୍ମାର୍ଟ ଫିଚର, ଦାମ୍‌ ଜାଣିଲେ କିଣିବାକୁ ଆଉ କରିବେନି ବିଳମ୍ବ..

- Advertisement -

ଦେଖନ୍ତୁ ଭିଡିଓ; ଖାଦ୍ୟରୁ ବାହାରିଲା ମଲା ସାପ, ତା’ପରେ ଯାହା ହେଲା..

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories