Odysse Sun; ଥରେ ଚାର୍ଜରେ ୧୩୦ କିଲୋମିଟର ରେଞ୍ଜ.. ପୁଣି ସ୍ମାର୍ଟ ଫିଚର, ଦାମ୍‌ ଜାଣିଲେ କିଣିବାକୁ ଆଉ କରିବେନି ବିଳମ୍ବ..

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଇଲେକ୍ଟ୍ରିକ୍‌ ୨ ଚକିଆ ଯାନ ନିର୍ମାତା କମ୍ପାନୀ Odysse ଭାରତୀୟ ବଜାରରେ ନିଜର ଚାହିଦା ବୃଦ୍ଧି ପାଇଁ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର Odysse Sunକୁ ଲଞ୍ଚ କରିଛି । ଆକର୍ଷଣୀୟ ଲୁକ୍‌ ଓ ଦମ୍‌ଦାର୍‌ ବ୍ୟାଟେରୀ ସହ ଏହି ଇଲେକ୍ଟ୍ରିକ୍‌ ସ୍କୁଟର ଆରମ୍ଭ ଦାମ୍‌ ୮୧,୦୦୦ ଟଙ୍କା ଥିବା ବେଳେ ଏହାର ଟପ୍‌ ମଡେଲ୍‌ ପାଇଁ ୯୧,୦୦୦ ଟଙ୍କା (ଏକ୍ସ-ଶା’ରୁମ୍‌) ପାଇଁ ସ୍ଥିର ହୋଇ ହୋଇଛି । ଓଡିସୀ ସନ୍‌ରେ ଥିବା … Continue reading Odysse Sun; ଥରେ ଚାର୍ଜରେ ୧୩୦ କିଲୋମିଟର ରେଞ୍ଜ.. ପୁଣି ସ୍ମାର୍ଟ ଫିଚର, ଦାମ୍‌ ଜାଣିଲେ କିଣିବାକୁ ଆଉ କରିବେନି ବିଳମ୍ବ..