www.samajalive.in
Monday, December 8, 2025
27.1 C
Bhubaneswar

ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ କର୍ମଫଳଦାତା କୁହାଯାଏ । ମାନ୍ୟତା ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଶନି ସେମାନଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରି ଥାନ୍ତି । ଶନି ଗ୍ରହ ଅନ୍ୟ ଗ୍ରହ ସହ ଏକାଠି ହେବା ପରେ ବିଶେଷ ଯୋଗ ସୃଷ୍ଟି ହୋଇଥାଏ।

ଜ୍ୟୋତିଷ ଗଣନାନୁସାରେ ଏହି ସମୟରେ ଶନି ମୀନ ରାଶିରେ ବିରାଜମାନ ରହିଛନ୍ତି । ଏହି ରାଶିରେ ପ୍ରାୟ ୨୦୨୭ ପର୍ଯ୍ୟନ୍ତ ରହିବେ। ମାତ୍ର ଏହା ପୂର୍ବରୁ ଶନି ଅନେକ ଗ୍ରହ ସହ ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି କରିବେ ।
୨୪ ଜୁଲାଇରେ ଶନି ଓ ସୂର୍ଯ୍ୟ ପରସ୍ପର ସହ ୧୨୦ ଡିଗ୍ରୀରେ ବିରାଜମାନ ରହିବେ । ଫଳରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ । ସେହିପରି ୨୪ ଜୁଲାଇରେ ଅମାବାସ୍ୟାର ବିଶେଷ ସଂଯୋଗ ମଧ୍ୟ ହେବ । ଶନି ଓ ସୂର୍ଯ୍ୟଙ୍କ ନବ ପଞ୍ଚମ ରାଜଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ..

- Advertisement -

ମେଷ- ଏହି ରାଶିଙ୍କ ଜୀବନରେ ବଡ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଦରମା ବୃଦ୍ଧି ହେବ। ପଦନ୍ନୋତି ହେବ । ଅମାଦାନୀରେ ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ । ଧନ ପ୍ରାପ୍ତିର ଯୋଗ ରହିଛି ।

ତୁଳା- ପରିଶ୍ରମର ଫଳ ମିଳିବ । ସଫଳତା ପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଚିନ୍ତା ଦୂର ହୋଇ ଶାନ୍ତି ମିଳିବ । ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ବଡ ଉନ୍ନତି ହେବ ।

ବିଛା- କର୍ମକ୍ଷେତ୍ରରେ ସହଯୋଗ ମିଳିବ । ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଜବରଦସ୍ତ ଲାଭ ମିଳିବ । ଚାକିରିରେ ଥିବା ସମସ୍ୟା ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଭୋକରେ ଛଟ୍‌ପଟ୍‌, ଆକାଶରୁ ବୋମା ବର୍ଷା, ଯୁଦ୍ଧ ବିରତି ପାଇଁ ଗୁହାରୀ, ଗାଜାରେ ହାହାକାର ପରିସ୍ଥିତିର ସବୁ ସୀମା ପାର୍‌..

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories