ଭୋକରେ ଛଟ୍‌ପଟ୍‌, ଆକାଶରୁ ବୋମା ବର୍ଷା, ଯୁଦ୍ଧ ବିରତି ପାଇଁ ଗୁହାରୀ, ଗାଜାରେ ହାହାକାର ପରିସ୍ଥିତିର ସବୁ ସୀମା ପାର୍‌..

ନୂଆଦିଲ୍ଲୀ : ଗାଜାରେ ଲଗାତାର ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଏଠାରେ ଲୋକେ ବାରୁଦ ସହ ଭୋକରେ ଛଟପଟ ହୋଇ ମୃତ୍ୟୁବରଣ କରୁଛନ୍ତି । ଭୋକ ଓ ବାରୁଦ ଉଭୟ ଫିଲିସ୍ତାନୀଙ୍କ ଶତ୍ରୁ ପାଲଟିଛନ୍ତି । ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଏଭଳି ସ୍ଥିତିକୁ ଦେଖି ବ୍ରିଟେନ,କାନାଡା, ଜାପାନ ସମେତ ୨୬ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବିରତି ପାଇଁ ଅପିଲ୍‌ କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଜାରେ ପରିସ୍ଥିତି ନିୟନ୍ତ୍ରଣ ଆଶାରେ … Continue reading ଭୋକରେ ଛଟ୍‌ପଟ୍‌, ଆକାଶରୁ ବୋମା ବର୍ଷା, ଯୁଦ୍ଧ ବିରତି ପାଇଁ ଗୁହାରୀ, ଗାଜାରେ ହାହାକାର ପରିସ୍ଥିତିର ସବୁ ସୀମା ପାର୍‌..