www.samajalive.in
Wednesday, December 10, 2025
18.1 C
Bhubaneswar

ଗୁଗଲ୍‍ ଓ ମେଟାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‍

ସମାଜ ଡିଜିଟାଲ ଡେସ୍କ: ଅନଲାଇନ୍‍ ବେଟିଂ ଆପ୍‍ ସହ ଜଡିତ ମାମଲାର ତଦନ୍ତ ପାଇଁ ଗୁଗଲ୍‍ ଓ ମେଟାକୁ ଇଡି ପକ୍ଷରୁ ନୋଟିସ୍‍ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ଏହି ଉଭୟ କମ୍ପାନୀ ବେଟିଂ ଆପକୁ ପ୍ରୋତ୍ସାହିତ କରିଥିଲେ । ଏହାସହିତ ସେମାନଙ୍କର ଡିଜିଟାଲ ପ୍ଲାଟଫର୍ମରେ ବିଜ୍ଞାପନ ଏବଂ ୱେବସାଇଟକୁ ପ୍ରାଧାନ୍ୟ ଦେଇଥିଲେ । ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ୨୧ଜୁଲାଇରେ ପଚରାଉଚରା ପାଇଁ ସମନ ହୋଇଛି । ୨୧ ଜୁଲାଇରେ ହାଜର ହେବା ପରେ ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା କରାଯିବ ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories