www.samajalive.in
Sunday, December 14, 2025
14.1 C
Bhubaneswar

ସବୁ ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ : ଦେଶର ସବୁ ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତୀୟ ରେଳ ବଡ଼ ନିଷ୍ପତ୍ତି ନେଇଛି । ୭୪ ହଜାର ବଗି ଓ ୧୫ ହଜାର ଲୋକୋମୋଟିଭରେ ସିସିଟିଭି ଲାଗିବ । ପ୍ରତ୍ୟେକ ବଗିରେ ୪ଟି, ଲୋକୋମୋଟିଭରେ ୬ଟି ସିସିଟିଭି ଲାଗିବ । ତେବେ ଯାତ୍ରୀଙ୍କ ଗୋପନୀୟତା ରକ୍ଷା ଉପରେ ଗୁରୁତ୍ବ ଦିଆଯିବ । କେବଳ ବଗି ଦ୍ବାର ନିକଟରେ ସିସିଟିଭି ଲାଗିବ । ଏହା ଦ୍ବାରା ଦୁର୍ବୃତ୍ତ ଓ ସଙ୍ଗଠିତ ଅପରାଧୀଙ୍କଠାରୁ ଯାତ୍ରୀଙ୍କୁ ସୁରକ୍ଷା ମିଳିବ ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories