www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ଆଜିଠୁ ବାହୁଡା ପ୍ରସ୍ତୁତି: ଆଜି ଷଷ୍ଠୀରେ ୩ ରଥ ନେବେ ଦକ୍ଷିଣ ମୋଡ, ମଧ୍ୟାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ଦକ୍ଷିଣମୋଡ ନେବେ ୩ ରଥ..

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ, ୮ ଦିନରେ ଯିବେ ୫ ଦେଶ, ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ୍‌
୩୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଯିବେ ଘାନା, ସାମରିକ ବାଣିଜ୍ୟ କୁ ନେଇ ହେବ ଦ୍ଵିପାକ୍ଷିକ ଆଲୋଚନା..

- Advertisement -

ଆରମ୍ଭ ହେଲା ଅମରନାଥ ଯାତ୍ରା, ଜମ୍ମୁ ବେସ୍‌ କ୍ୟାମ୍ପରେ ପୂଜାର୍ଚ୍ଚନା ପରେ ପ୍ରଥମ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ ଉପରାଜ୍ୟପାଳ ମନୋଜ ସିଂହ୍ନା, ସୁରକ୍ଷା ବ୍ୟବସ୍ଥା କଡାକଡି..

ବୃହସ୍ପତି ଚଳନ.. ଜୁଲାଇ ୯ପରେ ଧନରେ ଭର୍ତ୍ତି ହେବ ଏହି ରାଶିଙ୍କ ଆଲମିରା, ହେବ ବିବାହ, କିଣିବେ ଜମି, ଦୂର ହେବ ସବୁ ଚିନ୍ତା..

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି କେନ୍ଦୁଝର, ସୁନ୍ଦରଗଡ, ଏବଂ ମୟୁରଭଞ୍ଜରେ ଭୀଷଣ ବର୍ଷା ହେବା ନେଇ ଆଲର୍ଟ, ୩୦ ରୁ ୪୦ କିମି ବେଗରେ ବହିବ ପବନ..

ଆଜିଠୁ ବମିଂହାମରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ
ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମ୍ୟାଚ
ପ୍ରଥମ ଟେଷ୍ଟ ହାରିବା ପରେ ଦଳରେ ପରିବର୍ତ୍ତନ କରିପାରେ ଟିମ୍‍ ଇଣ୍ଡିଆ..

କେନ୍ଦୁଝର ଜୋଡା ଦଲପାହାଡ ନିକଟରେ ଅଘଟଣ: ବେଆଇନ ଭାବେ ମାଙ୍ଗାନିଜ୍ ଉତ୍ତୋଳନ ବେଳେ ଧସିଲା ମାଟି, ଚାପି ହୋଇ ୩ ଜଣଙ୍କ ମୃତ୍ୟୁ, ୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ମାଟି ତଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର..

କୋଭିଡ୍‌ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ପୁଣି ବଢିଲା ସୁନା ଦାମ୍‌ ; ଜାଣନ୍ତୁ କେତେ

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories