www.samajalive.in
Friday, December 5, 2025
26.1 C
Bhubaneswar

ଇସ୍ରାଏଲ ସହ ଯୁଦ୍ଧ ବିରତିକୁ ଇରାନର ପ୍ରତ୍ୟାଖ୍ୟାନ, ରଖିଲା ସର୍ତ୍ତ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପରେ ଇରାନ ନିଜର ପ୍ରତିକ୍ରିୟା ରଖିଛି। ଇସ୍ରାଏଲ ସହିତ ଯୁଦ୍ଧ ବିରତିକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଇରାନ ସର୍ତ୍ତ ରଖି କହିଛି ଇସ୍ରାଏଲ ପ୍ରଥମେ ଆକ୍ରମଣ ବନ୍ଦ କରୁ, ତା’ ପରେ ଆମେ ବନ୍ଦ କରିବୁ।

ଟ୍ରମ୍ପଙ୍କ ଅସ୍ତ୍ରବିରତି ପ୍ରସ୍ତାବ ପରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଗଚୀ କହିଛନ୍ତି, ବର୍ତ୍ତମାନ ସମୟରେ ଯୁଦ୍ଧବିରତି ନେଇ କୌଣସି ରାଜିନାମା ହେବାର ନାହିଁ କିମ୍ବା ଇସ୍ରାଏଲ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବାର ନାହିଁ। ଯଦି ଇରାନର ସ୍ଥାନୀୟ ସମୟ ଭୋର ୪ଟା ସୁଦ୍ଧା ଇସ୍ରାଏଲ ପକ୍ଷରୁ ଆକ୍ରମଣ ବନ୍ଦ କରାଯାଏ, ତେବେ ଇରାନ ପ୍ରତିଆକ୍ରମଣ କରିବ ନାହିଁ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories