www.samajalive.in
Monday, December 8, 2025
24.1 C
Bhubaneswar

ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ବାୟୁସେନା- ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଅପରେସନ ସିନ୍ଦୂରର ଏକ ଭିଡ଼ିଓ ଜାରି କରିଛି ଭାରତୀୟ ବାୟୁସେନା । ପହଲଗାଓଁ ଆକ୍ରମଣରେ ୨୬ଜଣ ନୀରିହଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବାକୁ ସ୍ଥଳସେନା ସହିତ ବାୟୁସେନା ମିଳିତ ଭାବେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଆତଙ୍କୀଙ୍କୁ ଧୂଳି ଚଟାଇବା ପାଇଁ ବାୟୁସେନା ସର୍ବଦା ପ୍ରସ୍ତୁତ ଥିବା ଭିଡ଼ିଓରୁ ଜଣାପଡିଛି । ଅପରେସନ ସିନ୍ଦୂରକୁ ନେଇ ଏକ ଭିଡ଼ିଓ ଜାରି କରିଛି ବାୟୁସେନା । ଏହି ଭିଡ଼ିଓରେ ବାୟୁସେନାର ବୀର ଯବାନଙ୍କ ସାହସିକତାର ଗାଥା ବର୍ଣ୍ଣନା କରାଯାଇଛି । ଭିଡ଼ିଓରେ ଶତ୍ରୁମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । ବାୟୁସେନାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ମିନିଟ୍‍ ୧୨ସେକେଣ୍ଡର ଭିଡ଼ିଓ ଅପଲୋଡ କରାଯାଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories