www.samajalive.in
Saturday, December 13, 2025
26.1 C
Bhubaneswar

୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୮ ମେ’ ୨୦୨୫ ସନ୍ଧ୍ୟାରେ କେତୁ ସିଂହ ରାଶିରେ ପ୍ରବେଶ କରିବେ । କେତୁ ସିଂହ ରାଶିରେ ଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ରାହୁ-କେତୁ ଉଭୟ ୧୮ ମାସ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ବର୍ତ୍ତମାନ କେତୁ ବୁଧଙ୍କ ରାଶି କନ୍ୟା ରାଶିରେ ବିରାଜମାନ ରହିଛନ୍ତି । ରାହୁ ଓ କେତୁ ଉଭୟ ଓଲଟା ଚଳନ କରି ଥାନ୍ତି । ଜାଣନ୍ତୁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ କେତୁ ଚଳନ ଘର, ସମ୍ପତ୍ତି ଓ ପାରିବାରିକ ଜୀବନର ଅନେକ କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ହେବ। ଘର, ଜମି କିମ୍ବା ଭୂମି କିଣିବାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ।
ଅଧିକ ଶୁଭଫଳ ପାଇଁ ମାଆ-ବାପାଙ୍କ ସେବା ସହ ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତୁ ।

- Advertisement -

ମିଥୁନ- ସମ୍ପର୍କରେ ମଧୁରତା ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଯାତ୍ରାର ଯୋଗ ରହିଛି ।
ଅଧିକ ଶୁଭଫଳ ପାଇଁ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ।

ସିଂହ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ । ଧନ ରୋଜଗାରର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ପଦନ୍ନୋତିର ଯୋଗ ରହିଛି ।
ଅଧିକ ଶୁଭଫଳ ପାଇଁ ପ୍ରତିଦିନ ସୂର୍ଯ୍ୟକୁ ଜଳ ଅର୍ପଣ କରିବା ସହ ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରନ୍ତୁ ।

ବିଛା- ଅନେକ କ୍ଷେତ୍ରରେ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସ୍ଥିରତା ରହିବ । ଅଧିକ ଶୁଭଫଳ ପାଇଁ ଶିବଶଙ୍କରଙ୍କ ପୂଜା କରନ୍ତୁ ।
କୁକୁରକୁ ଖାଇବାକୁ ଦିଅନ୍ତୁ ।

ଧନୁ- ଭାଗ୍ୟର ସାଥ୍‌ ମିଳିବ । ଅନେକ କ୍ଷେତ୍ରରେ ସକରାତ୍ମକ ଫଳ ସହ ସଫଳତା ମିଳିବ । ନୂଆ କାମ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ପରିଶ୍ରମ କରି ସଫଳତା ପାଇବେ ।
ଅଧିକ ଶୁଭଫଳ ପାଇଁ ଗୁରୁଜନଙ୍କୁ ସମ୍ମାନ କରିବା ସହ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ।

ମୀନ- ନୂଆ ଦାୟିତ୍ୱ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଚାକିରିରେ ନୂଆ ସୁଯୋଗ ମିଳିବ ।
ଅଧିକ ଶୁଭଫଳ ପାଇଁ ଧଳା ଚନ୍ଦନର ତିଳକ ଲଗାନ୍ତୁ ।

ଦେଖନ୍ତୁ ଭିଡିଓ ; ଢାବାକୁ ଆସିଥିଲେ ଭାରତୀୟ ସୈନ୍ୟ, ତା’ପରେ ହେଲା ଏମିତି..

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories