www.samajalive.in
Saturday, December 13, 2025
26.1 C
Bhubaneswar

ସିଲେରୁ ଗାଁରେ ଟ୍ରିପଲ ମର୍ଡର, ୩ ଶାଳକଙ୍କୁ ହତ୍ୟା କଲା ଭିଣୋଇ

ଚିତ୍ରକୋଣ୍ଡା: ଆନ୍ଧ୍ର ଆଲୁରି ସୀତାରାମାରାଜୁ ସିଲେରୁ ଗାଁରେ ଟ୍ରିପଲ ମର୍ଡର। ୩ ଶାଳକଙ୍କୁ ହତ୍ୟା କଲା ନିଶାସକ୍ତ ଭିଣୋଇ। ଯୁକ୍ତିତର୍କ ପରେ ୩ଜଣଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

 

- Advertisement -

ଘଟଣାସ୍ଥଳରେ ୨ଜଣ ଏବଂ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ୨ଜଣ ଚିତ୍ରକୋଣ୍ଡାର ଏବଂ ଜଣେ ନବରଙ୍ଗପୁର ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories