www.samajalive.in
Saturday, December 6, 2025
19.1 C
Bhubaneswar

ଶନି-ବୁଧଙ୍କ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ମିଳିବ ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ’୯ରେ ରାତି ୧୦ଟା ୫୮ରେ ବୁଧ ଓ ଶନି ଏକାଠି ହୋଇ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହୋଇଛି । ବୁଧ ଓ ଶନିଙ୍କ ଯୋଗ ଫଳରେ ଏହି ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ । ଶାସ୍ତ୍ର ଅନୁସାରେ ଦୁଇଟି ଗ୍ରହ ଏକାଠି ହେଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଜାଣନ୍ତୁ ଏହି ରାଶିଙ୍କୁ ମିଳିବ କି ଫଳ..

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଶୁଭଫଳ ମିଳିବ । ବ୍ୟବସାୟରେ ଓ ଚାକିରିରେ ଖୁବ୍‌ ଉନ୍ନତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।

- Advertisement -

କନ୍ୟା- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ବ୍ୟବସାୟରେ ଉନ୍ନତି ହେବ । ଅଟକି ଥିବା କାମ ପୂରଣ ହେବ । ନୂଆ ବ୍ୟବସାୟ ଆରମ୍ଭ କରି ଲାଭବାନ୍‌ ହେବେ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ ।

ତୁଳା- ଏହି ରାଶିଙ୍କୁ ମଧ୍ୟ ଶୁଭଫଳ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି । ସଫଳତା ମିଳିବା ସହ ନୂଆ ଜମି ଓ ଘର କିଣିବାର ଯୋଗ ରହିଛି ।

ମକର- ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଯାତ୍ରାର ଯୋଗ ରହିଛି । ସନ୍ତାନ ସୁଖ ପ୍ରାପ୍ତି ହେବ । ହଠାତ୍‌ ଧନ ମିଳିବ ।

କୁମ୍ଭ- ବନ୍ଧୁଙ୍କ ସହଯୋଗ ମିଳିବ । ଜୀବନରେ ଖୁସିର ଆଗମନ ହେବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।

ପ୍ରଚୁର ଔଷଧ ମହଜୁଦ୍‌ ରଖ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories