www.samajalive.in
Monday, December 8, 2025
27.1 C
Bhubaneswar

ଆଶ୍ୱସ୍ତି ; କମିଲା ସୁନା ଦାମ୍‌

ଭୁବନେଶ୍ୱର : ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। ଗତକାଲି ସୁନା ଦର ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ବେଳେ ଏପ୍ରିଲ ୨୩ ଅର୍ଥାତ୍‌ ବୁଧବାର ସୁନା ଦର କମିଛି।

୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୮,୩୫୦ ଟଙ୍କା ରହିଛି । ଗତକାଲି ଏହା ୧,୦୧,୩୫୦ ଟଙ୍କା ଥିଲା । ଦିନକରେ ୩ ହଜାର ଟଙ୍କା ହ୍ରାସ ହୋଇଛି।

- Advertisement -

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୦,୧୫୦ ଟଙ୍କା ରହିଛି । ଗତକାଲି ଏହା ୯୨,୯୦୦ ଥିଲା । ଏଥିରେ ୨,୭୦୦ ଟଙ୍କା ହ୍ରାସ ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩,୭୬୦ ଟଙ୍କା ରହିଛି । ଗତକାଲି ଏହା ୭୬,୦୧୦ ଟଙ୍କା ଥିଲା । ଏଥିରେ ୨,୨୫୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ଗତକାଲି ୧୧,୧୦୦ ଥିବା ବେଳେ ଆଜି ମଧ୍ୟ ସେତିକି ରହିଛି ।

ଲୋକେ ଚିତ୍କାର କରୁଥିଲେ, ଆତଙ୍କୀ ଗୁଳି ଚାଳନା କରୁଥିଲେ, ପ୍ରତ୍ୟକ୍ଷଦର୍ଶୀ କହିଲେ ପହଲଗାମ୍‌ର ଛାତିଥରା ଘଟଣା

ମେ’ରେ ଶକ୍ତିଶାଳୀ ଯୋଗ : ଏହି ରାଶି ପାଇବେ ସବୁକିଛି, ହେବେ ମାଲାମାଲ୍‌, ବଢିବ ଦରମା, ମିଳିବ ଚାକିରି..

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories