ଲୋକେ ଚିତ୍କାର କରୁଥିଲେ, ଆତଙ୍କୀ ଗୁଳି ଚାଳନା କରୁଥିଲେ, ପ୍ରତ୍ୟକ୍ଷଦର୍ଶୀ କହିଲେ ପହଲଗାମ୍‌ର ଛାତିଥରା ଘଟଣା

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରି ୨୬ ଜଣଙ୍କୁ ନୃଂଶସ ଭାବେ ହତ୍ୟା କରିଛନ୍ତି । ଏହି ଘଟଣାକୁ ନିକଟରୁ ଦେଖିଥିବା ମହାରାଷ୍ଟ୍ରର ଦମ୍ପତି ପ୍ରତ୍ୟକ୍ଷଦର୍ଶୀ ସେହି ସମୟର ସେହି ଛାତିଥରା କାହାଣୀ ସାମ୍ନାକୁ ଆଣିଛନ୍ତି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଘଟଣାସ୍ଥଳରୁ ୨୦ ମିନିଟ୍‌ ଦୂରରେ ସେମାନେ ଥିଲେ। ଅନେକ ସମୟ ପର୍ଯ୍ୟନ୍ତ ଗୁଳି ଚାଳନା ଶବ୍ଦ ଶୁଣା ଯାଇଥିଲା। ଗୁଳି ଶବ୍ଦ ଶୁଣି ଲୋକେ ଏଣେତେଣେ ଦୌଡିବାକୁ … Continue reading ଲୋକେ ଚିତ୍କାର କରୁଥିଲେ, ଆତଙ୍କୀ ଗୁଳି ଚାଳନା କରୁଥିଲେ, ପ୍ରତ୍ୟକ୍ଷଦର୍ଶୀ କହିଲେ ପହଲଗାମ୍‌ର ଛାତିଥରା ଘଟଣା