www.samajalive.in
Saturday, December 13, 2025
26.1 C
Bhubaneswar

ଚୋର ସହ ପୁଲିସ ଟିମ୍‌‌ ଅଟକ, ଜମୁରିଆ ଗାଁରେ ଉତ୍ତେଜନା

ବଲାଙ୍ଗିର: ଚୋର ସହ ପୁଲିସ ଟିମ୍‌‌କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି। ଏହାକୁ ନେଇ ପୁଇଁତଳା ଥାନା ଜମୁରିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଚେକ୍‌‌ ଡ୍ୟାମର ଲୁହାରଡ୍‌‌ କାଟି ଚୋରି କରି ନେଉଥିବାବେଳେ ଧରାପଡ଼ିଥିଲେ। ଚୋରମାନଙ୍କୁ ଧରିବା ପରେ ସେମାନଙ୍କୁ ଅଟକ ରଖିଥିବା ପୁଲିସ ଖବର ପାଇଥିଲା। ଚୋରକୁ ମୁକୁଳାଇବାକୁ ଯାଇଥିବା ପୁଲିସକୁ ଗ୍ରାମବାସୀ ଛାଡ଼ିଲେ ନାହିଁ। ଚୋରିର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଗ୍ରାମବାସୀମାନେ ପୁଲିସ ଟିମ୍‌‌କୁ ଅଟକ ରଖିଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories