www.samajalive.in
Thursday, December 11, 2025
13.1 C
Bhubaneswar

ଏନ୍‌ଟିଆର୍‌ଙ୍କ ସହ ଚନ୍ଦ୍ରବାବୁ ନାଇଡୁ ବିଶ୍ୱାସଘାତକ କରିଥିବା କଥା କହିଲେ ପ୍ରଧାନମନ୍ତ୍ରୀ

ଗୁଣ୍ଟୁର ..- ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଜନ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ , ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ତାଙ୍କୁ ଶଶ୍ୱୁର ଏନ୍‌ଟି ରାମାରାଓଙ୍କ ପିଠିରେ ଛୁରିକା ଘାତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ପ୍ରକାଶ କରିଛନ୍ତି । ଚନ୍ଦ୍ର ବାବୁ ନାଇଡୁ ନିଜର ସ୍ୱାର୍ଥପାଇଁ ରାଜ୍ୟକୁ ବାଣ୍ଟିଥିବା କଂଗ୍ରେସ ସହ ହାତ ମିଳାଇଛନ୍ତି  ମୋଦୀ ପ୍ରକାଶ କରିଛନ୍ତି ।

ମୋଦୀଙ୍କର ଏହି  ଜନସଭା ବିରୁଦ୍ଧରେ ଗୁଣ୍ଟୁରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିଲା । ଟିଡିପିର କାର୍ଯ୍ୟକର୍ତ୍ତାମାନେ କଳା ବେଲୁନ୍‌ ଉଡାଇଥିଲେ ।  କେନ୍ଦ୍ର ଆନ୍ଧ୍ରପ୍ରଦେଶକୁ ଦେଇଥିବା ସ୍ୱତନ୍ତ୍ର ପ୍ୟାକେଜକୁ ରାଜ୍ୟ ବ୍ୟବହାର କରି ପାରି ନଥିବା  ମୋଦୀ ପ୍ରକାଶ କରିଛନ୍ତି । ଚନ୍ଦ୍ର ବାବୁ ନାଇଡୁ ଏବେ ଅସତ୍ୟର ରାଜନୀତି କରୁଥିବା କଥା ସେ ପ୍ରକାଶ କରିଛନ୍ତି ।

- Advertisement -

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories