www.samajalive.in
Thursday, December 11, 2025
15.1 C
Bhubaneswar

ରଜନୀ ହେଲେ ଓଡ଼ିଶାର ପ୍ରଥମ ବିଲେୟର

ଭୁବନେଶ୍ବର: ଭାରତୀୟ ପର୍ବତାରୋହୀ ପ୍ରତିଷ୍ଠାନ ଆନୁକୂଲ୍ୟରେ କୋଲକାତା ଓ ଇନ୍ଦୋରରେ ଅନୁଷ୍ଠିତ ବିଲେୟର ପରୀକ୍ଷାରେ ଓଡ଼ିଶାର ରଜନୀ ବିଶି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାସହ ରଜନୀ ଓଡ଼ିଶାର ପ୍ରଥମ ବିଲେୟର ଭାବେ ଯୋଗ୍ୟତା ହାସଲ କରିଛନ୍ତି। ସ୍ପୋର୍ଟ୍ସ କ୍ଲାଇମ୍ବିଂରେ ବିଲେୟରର ଭୂମିକା ରହିଛି। ବିଲେୟର ବିନା ସ୍ପୋର୍ଟ୍ସ କ୍ଲାଇମ୍ବିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ ନାହିଁ। ଏହି ସଫଳତା ଲାଗି ଉତ୍କଳ କରାଟେ ସ୍କୁଲ ପ୍ରତିଷ୍ଠାତା ତଥା ପ୍ରଶିକ୍ଷକ ଡ.ହରି ପ୍ରସାଦ ପଟ୍ଟନାୟକ ରଜନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories