www.samajalive.in
Sunday, December 14, 2025
26.1 C
Bhubaneswar

‘ଚନ୍ଦ୍ରଯାନ-୫’କୁ ମିଳିଲା ଅନୁମତି: ୨୫୦ କେଜିର ରୋଭର ପଠାଯିବ, ଚନ୍ଦ୍ରପୃଷ୍ଠରେ ଗଡ଼଼ିବ ଓ ସରଞ୍ଚନା ଯାଞ୍ଚ କରିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତର ପଞ୍ଚମ ମୁନ ମିଶନ ‘ଚନ୍ଦ୍ରଯାନ-୫’କୁ ଅନୁମତି ମିଳିଛି। ଚନ୍ଦ୍ରଯାନ-୩ରେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ୨୫ କେଜିର ରୋଭର ପ୍ରଜ୍ଞାନ ପଠାଇଥିଲା। କିନ୍ତୁ ଚନ୍ଦ୍ରଯାନ-୫ରେ ଏହାଠୁ ୧୦ଗୁଣ ଅଧିକ ଓଜନ ତଥା ୨୫୦ କେଜିର ରୋଭର ପଠାଯିବ। ଏହା ଚନ୍ଦ୍ରପୃଷ୍ଠରେ ଗଡ଼଼ିବା ସହିତ ଏହାର ଗଠନ ଓ ସରଞ୍ଚନା ଆଦି ଯାଞ୍ଚ କରିବ ବୋଲି ଇଣ୍ଡିଆନ୍‌‌ ସ୍ପେଶ୍‌‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌‌ (ଇସ୍ରୋ) ଅଧ୍ୟକ୍ଷ ଭି.ନାରାୟଣନ୍‌‌ ସୂଚନା ଦେଇଛନ୍ତି। ଜାପାନ ସହ ମିଳିତ ଭାବେ ଏହି ରୋଭର ନିର୍ମାଣ କରାଯିବ। ୨୦୨୭ ସୁଦ୍ଧା ହେବାକୁ ଥିବା ଚନ୍ଦ୍ରଯାନ-୪ ମିଶନରେ ଚନ୍ଦ୍ରରୁ ମାଟି ଆଣିବା ଲକ୍ଷ୍ୟ ରଖାଯାଇଛି। ଯଥେଷ୍ଟ ପୂର୍ବରୁ ଚନ୍ଦ୍ରଯାନ-୫କୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିସାରିଛ ବୋଲି ଇସ୍ରୋ ଅଧ୍ୟକ୍ଷ ଭି.ନାରାୟଣନ୍‌‌ ପ୍ରକାଶ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories