www.samajalive.in
Monday, December 8, 2025
20.1 C
Bhubaneswar

ଉତ୍ତାଳଗଡ ଉଛବ ୨୦୧୯ ଚୂଡ଼ାନ୍ତ

ତାଳପଦର : ବରଗଡ ଜିଲାର ବିଜେପୁର ଥାନା ଅନ୍ତର୍ଗତ ତାଲପଦର ଠାରେ ଥିବା ଉତ୍ତାଳଗଡ ନାଟ୍ୟ ସଂସଦର ୧୩ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ-କୋସଳୀ ଭାସାର ନାଟକ ଆସନ୍ତା ୧୬/୦୨/୨୦୧୯ ଶନିବାରରୁ ୧୭/୦୨/୨୦୧୯ ରବିବାର ପର୍ଯ୍ୟନ୍ତ ସ୍ଥାନୀୟ ଖଗେଶ୍ୱର ମଣ୍ଡପ ଠାରେ ଅନୁଷ୍ଠିତ ହେବ। ଦୁଇ ଦିନ ଧରି ହେଉଥିବା ଏହି କର୍ଯ୍ୟକ୍ରମରେ ୬ଟି ସମ୍ବଲପୁରୀ ନାଟକ ପରିବେଷଣ ହେଉଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ବିଭାଗ ତରଫରୁ ୪ଟି ନୃତ୍ୟ ଦଳ ଯୋଗ ଦେବେ ବୋଲି ସଂସଦର ପରିଚାଳନା କମିଟି ଜଣାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories