www.samajalive.in
Monday, December 8, 2025
14.1 C
Bhubaneswar

ଏୟାରଟେଲ ପରେ ଜିଓ-ସ୍ପେସଏକ୍ସ ଚୁକ୍ତି, ଭାରତକୁ ଆସିବ ଷ୍ଟାରଲିଙ୍କ ହାଇସ୍ପିଡ୍‌ ଇଣ୍ଟରନେଟ୍ !

ନୂଆଦିଲ୍ଲୀ: ଭାରତକୁ ଷ୍ଟାରଲିଙ୍କ ହାଇ ସ୍ପିଡ୍‌ ସାଟେଲାଇଟ୍‌ ଇଣ୍ଟରନେଟ୍‌ ଆଣିବାକୁ ଏଲନ ମସ୍କଙ୍କ ସ୍ପେସଏକ୍ସ ସହ ଚୁକ୍ତି କରିଛି ରିଲାଏନ୍ସ ଜିଓ। ଏହା ମାଧ୍ୟମରେ ଷ୍ଟାରଲିଙ୍କ ସାଟେଲାଇଟ୍‌ ଇଣ୍ଟରନେଟକୁ ଭାରତକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଭାରତରେ ଷ୍ଟାରଲିଙ୍କ ସେବା ଯୋଗାଇବା ପାଇଁ ସ୍ପେସଏକ୍ସକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ହିଁ ଏହି ଚୁକ୍ତିନାମା କାର୍ଯ୍ୟକାରୀ ହୋଇପାରିବ। ଏହାପୂର୍ବରୁ ମଙ୍ଗଳବାର ସ୍ପେସଏକ୍ସ ସହିତ ସମାନ ଚୁକ୍ତି କରିଥିଲା ଏୟାରଟେଲ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories