www.samajalive.in
Monday, December 8, 2025
20.1 C
Bhubaneswar

ଗିରଫ ହେଲେ ଆଇପିଏସ ବାପାଙ୍କ ଅଭିନେତ୍ରୀ ଝିଅ ; କରୁଥିଲେ ସୁନା ଚୋରାଚାଲାଣ

ନୂଆଦିଲ୍ଲୀ : ବିମାନବନ୍ଦରରୁ ଗିରଫ ହେଲେ ଆଇପିଏସଙ୍କ ଝିଅ ତଥା କନ୍ନଡ ସିନେ ଅଭିନେତ୍ରୀ ରାନ୍ୟା ରାଓ । ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ଝିଅ ହେଉଛନ୍ତି ରାନ୍ୟା । ସୁନା ସ୍ମଗଲିଂ କରୁଥିବା ବେଳେ ନାୟିକା ରାନ୍ୟା ଧରାପଡିଛନ୍ତି । କଷ୍ଟମ ବିଭାଗର ଟିମ୍‌ ତାଙ୍କ ପୋଷାକରୁ ସୁନା ଜବତ କରିବା ସହ ଗିରଫ କରିଛି ।
ତଲାସି ସମୟରେ ତାଙ୍କ ଠାରୁ ପ୍ରାୟ ୧୪.୮ କିଲୋଗ୍ରାମ୍‌ ସୁନା ଜବତ କରାଯାଇଛି।
ମିଳିଥିବା ସୂଚନାନୁଯାୟୀ, ରାନ୍ୟା ଦୁବାଇରୁ ବିମାନରେ ଭାରତ ଆସିଥିଲେ। ସେ ଦୁବାଇରୁ ସୁନା ଚୋରାଚାଲାଣ କରୁଥିଲେ ବୋଲି ପ୍ରାଥିମକ ତଦନ୍ତରୁ ଜଣାପଡିଛି । ପୁଲିସ ରାନ୍ୟାଙ୍କ ବାରମ୍ବାର ବିଦେଶ ଗସ୍ତ କାରଣରୁ ସନ୍ଦେହ କରି ସୁଯୋଗ ପାଇବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ବିଚିତ୍ର ମନ୍ଦିର: ଯେଉଁଠି ଭଲ ହୁଏ ରୋଗ, କେବଳ ଲୁଣ ଓ ଗୁଡରେ ଭଗବାନ ହୁଅନ୍ତି ସନ୍ତୁଷ୍ଟ,ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ..

ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..

- Advertisement -

ଦେଖନ୍ତୁ ଭିଡିଓ; ବାଇକ୍‌ଆରୋହୀଙ୍କ ସାମାନ୍ୟ ଭୁଲ୍‌ ପାଇଁ ଓଲଟିଲା ଯାତ୍ରୀବାହୀ ବସ୍‌

ସାର୍ବଜନୀନ ହେବ ନାହିଁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories