ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..
ବର୍ଷ ୨୦୨୫ର ସବୁଠାରୁ ବଡ ରାଶି ପରିବର୍ତ୍ତନ ୨୯ ମାର୍ଚ୍ଚରେ ହେବାକୁ ଯାଉଛି । ସବୁଠାରୁ ଧିମା ଚଳନ କରୁଥିବା ନ୍ୟାୟଦେବତା ଓ କର୍ମଫଳଦାତା ଶନି ଗ୍ରହ ରାଶି ପରିବର୍ତ୍ତନ କରିବେ । ଶନି କୁମ୍ଭରୁ ମୀନ ରାଶିରେ ଚଳନ କରିବେ । ଶନିଦେବ ଗୋଟିଏ ରାଶିରେ ପ୍ରାୟ ଅଢେଇ ବର୍ଷ ରହି ଥାନ୍ତି । ଏହାପରେ ଆଉ ଏକ ରାଶିକୁ ଚଳନ କରି ଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନର ଖୁବ୍ ମହତ୍ତ୍ୱ ରହିଛି … Continue reading ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..
Copy and paste this URL into your WordPress site to embed
Copy and paste this code into your site to embed