ଦେଖନ୍ତୁ ଭିଡିଓ; ବାଇକ୍ଆରୋହୀଙ୍କ ସାମାନ୍ୟ ଭୁଲ୍ ପାଇଁ ଓଲଟିଲା ଯାତ୍ରୀବାହୀ ବସ୍
ନୂଆଦିଲ୍ଲୀ : ରାସ୍ତାରେ ଗାଡି ଚଲାଇବା ହେଉ କିମ୍ବା ପାଦରେ ଚାଲିକି ଯିବା ସମୟରେ ସତର୍କତା ଓ ସଚେତନ ରହିବା ନିତାନ୍ତ ଜରୁରୀ। ଅନେକ ସମୟରେ ଛୋଟ ଛୋଟ ଭୁଲ୍ କାରଣରୁ ବଡ ଦୁର୍ଘଟଣା ଘଟିଥାଏ। ମହାରାଷ୍ଟ୍ରରେ ଏଭଳି ହିଁ ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି। ଭିଡିଓରେ ଦେଖିପାରିବେ ଜଣେ ବାଇକ୍ ଆରୋହୀଙ୍କ ଅସାବଧାନତା କାରଣରୁ ଏକ ଯାତ୍ରୀବାହୀ ବସ୍ ବିଚ୍ ରାସ୍ତାରେ ଓଲଟି ପଡୁଛି। ସୋସିଆଲ ମିଡିଆରେ … Continue reading ଦେଖନ୍ତୁ ଭିଡିଓ; ବାଇକ୍ଆରୋହୀଙ୍କ ସାମାନ୍ୟ ଭୁଲ୍ ପାଇଁ ଓଲଟିଲା ଯାତ୍ରୀବାହୀ ବସ୍
Copy and paste this URL into your WordPress site to embed
Copy and paste this code into your site to embed