ବିଚିତ୍ର ମନ୍ଦିର: ଯେଉଁଠି ଭଲ ହୁଏ ରୋଗ, କେବଳ ଲୁଣ ଓ ଗୁଡରେ ଭଗବାନ ହୁଅନ୍ତି ସନ୍ତୁଷ୍ଟ,ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ..
ନୂଆଦିଲ୍ଲୀ : ବୈଥୀଶ୍ୱରନ କୋଏଲ ପ୍ରଭୁ ଶିବ ମନ୍ଦିର ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର। ଏହା ଭାରତର ତାମିଲନାଡୁ ରାଜ୍ୟରେ ସ୍ଥିତ। ଏହି ମନ୍ଦିର ଖୁବ୍ ଲୋକପ୍ରିୟ ଓ ପ୍ରସିଦ୍ଧ ମଧ୍ୟ। ଏହି ମନ୍ଦିର ଦେବତାଙ୍କୁ ସ୍ୱାସ୍ଥ୍ୟର ଦେବତା ରୂପେ ଜଣାଶୁଣା। ଏଠାରେ ବୈଥୀଶ୍ୱରନଙ୍କ ରୂପରେ ପୂଜା କରାଯାଏ । ଏହାର ଅର୍ଥ ଚିକିତ୍ସାର ଦେବତା। ମାନ୍ୟତା ଅନୁଯାୟୀ, ବୈଥୀଶ୍ୱରନଙ୍କ ନିକଟରେ ପ୍ରାର୍ଥନା ଦ୍ୱାରା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ। ବୈଥୀଶ୍ୱରନ ଶବ୍ଦର ଅର୍ଥ ହେଉଛି ବୈଦ୍ୟ … Continue reading ବିଚିତ୍ର ମନ୍ଦିର: ଯେଉଁଠି ଭଲ ହୁଏ ରୋଗ, କେବଳ ଲୁଣ ଓ ଗୁଡରେ ଭଗବାନ ହୁଅନ୍ତି ସନ୍ତୁଷ୍ଟ,ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ..
Copy and paste this URL into your WordPress site to embed
Copy and paste this code into your site to embed