www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରଭୁ ଅଟଳେଶ୍ବରଙ୍କ ୨୨ ତମ ଜନ୍ମ ବାର୍ଷିକୀ ପାଳନ

ଭୁବନେଶ୍ବର : ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଅଟଳା ଗ୍ରାମରେ ବାବା ଅଟଳେଶ୍ବରଙ୍କ ୨୨ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ ହୋଇଯାଇଛି । ପବିତ୍ର ମହାଶିବରାତ୍ରୀ ଅବସରରେ ମନ୍ଦିରରେ ୨୧ ତମ ଅଷ୍ଟପ୍ରହରୀ ଯଜ୍ଞ ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ସକାଳୁ ସକାଳୁ ହିଁ ଭକ୍ତଙ୍କ ଆଗମନ ମନ୍ଦିର ପରିସରକୁ ଆରମ୍ଭ ହୋଇଛି। ଶଙ୍ଖ ହୁଳହୁଳି ,ହରିବୋଲ ନାଦରେ କମ୍ପୁଛି ମନ୍ଦିର ପରିସର। ୨୫ ତାରିଖରେ  ଶୁଭାଧିବାସ ସହ ୨୬ ତାରିଖରେ ନାମ ଯଜ୍ଞର ଆୟୋଜନ କରାଯାଇଛି । ଆସନ୍ତାକାଲି ୨୭ ତାରିଖରେ ନଗର କୀର୍ତ୍ତନର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆଖପାଖ ଅଞ୍ଚଳରୁ ଅନେକ ସଂଖ୍ୟାରେ ଭକ୍ତ ପ୍ରଭୁ ଅଟଳେଶ୍ବରଙ୍କ ଦର୍ଶନ ପାଇଁ ଆସିଛନ୍ତି । ମହାଶିବରାତ୍ରୀ ଅବସରରେ ପ୍ରାୟ ୩ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories