www.samajalive.in
Monday, December 8, 2025
14.1 C
Bhubaneswar

ଇଣ୍ଡିଆ-ଇଂଲଣ୍ଡ ମହାମୁକାବିଲା: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

କଟକ: ସୁପର ସନ୍‌ଡେ ରେ ସୁପର ଫାଇଟ୍। ଆଜି କଟକ ବାରବାଟୀରେ ଇଣ୍ଡିଆ ଇଂଲଣ୍ଡ ଦ୍ଵିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେଉଛି। ତେବେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ଇଂଲଣ୍ଡ ଏକାଦଶରେ ୩ଟି ପରିବର୍ତ୍ତନ ହୋଇଛି। ଉଡ୍ , ଆଡକିନସନ୍ , ଓଭରଟନ୍ ସାମିଲ ହୋଇଛନ୍ତି। ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି। ଜୟସ୍ଵାଲଙ୍କ ସ୍ଥାନରେ ବିରାଟ କୋହଲି ଏବଂ କୁଲଦୀପଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ସାମିଲ ହୋଇଛନ୍ତି। ତେବେ ବାରବାଟୀରେ ବରୁଣ ଚକ୍ରବର୍ତ୍ତୀ ଡେବ୍ୟୁ କରିଛନ୍ତି। ବରୁଣଙ୍କୁ ଓଡିଆଇ କ୍ୟାପ୍ ପ୍ରଦାନ କରିଛନ୍ତି ଜାଡେଜା। ଟି-ଟ୍ବେଣ୍ଟିରେ ପ୍ରଭାବୀ ପ୍ରଦର୍ଶନ ପାଇଁ ବରୁଣଙ୍କୁ ସାମିଲ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories